ବ୍ରହ୍ମପୁରରେ ପୁଣି ନକଲି ସସ କାରଖାନାରେ ଚଢାଉ
ବ୍ରହ୍ମପୁରରେ ପୁଣି ନକଲି ସସ କାରଖାନାରେ ଚଢାଉ । ଫ୍ୟାମିଲି ବ୍ରାଣ୍ଡ ନାମରେ ଲୋକଙ୍କୁ ନକଲି ସସ ଦେଉଥିବା ଅଭିଯୋଗ ହୋଇଛି । ପ୍ରାୟ 120 କାର୍ଟୁନ ସସ ଜବତ କରିଛି ପୋଲିସ.....
#ArgusNews #Odisha #Brahmapur #Fake_Sacue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app