ପେଶାରେ ରିକ୍ସା ଚାଳକ କିନ୍ତୁ ନିଶା ତାଙ୍କର କବିତା ରଚନା । ଦିନରେ ସେ ରିକ୍ସା ଚଲେଇ ପରିବାର ପୋଷନ୍ତି ,ଆଉ ରାତିରେ ସମସ୍ତେ ଶୋଇଯିବା ପରେ ଉଠିପଡି ଲେଖନ୍ତି କବିତା । କବିତା ତାଙ୍କୁ ଶୁଆଇ ଦିଏନି ଲେଖୁ ଲେଖୁ ରାତି ପାହିଯାଏ । ସକାଳ ପାହିଲେ ପୁଣି ଆରମ୍ଭ ହୁଏ ଜୀବନ ସହ ଯୁଦ୍ଧ । ଦିନ ସାରା ସେ ଭେଟୁଥିବା ଦୃଶ୍ୟ ଓ ଚରିତ୍ର ମାନଙ୍କୁ ମନେପକାର ଶବ୍ଦ ରେ ଶବ୍ଦରେ ସଜାନ୍ତି ଅନୁଭବ
#ArgusNews #Odisha #Rickshawala_Poet
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app