ପୁଣି ଭକ୍ତ ଭଗବାନଙ୍କ ମହାମିଳନରେ ବାଧକ ସାଜିଲା କରୋନା ଭୂତାଣୁ। କରୋନାର ପ୍ରଥମ ଲହର ପାଇଁ ଗତ 2020 ମାର୍ଚ୍ଚ ମାସରୁ ଦୀର୍ଘ 11 ମାସଧରି ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଥିବା ବେଳେ ଏବେ ପୁଣି ଥରେ ମେ ମାସ 15 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର....
#ArgusNews #Odisha #Puri #Jagannath_Temple #Closed