ପୁଅ ବିଜେପିର କର୍ମୀ ବୋଲି ବୃଦ୍ଧା ମାକୁ ମରଣାତ୍ମକ ଆକ୍ରମଣ କଲେ ଟିଏମସି କର୍ମୀ
ରାଜଧାନୀର ରାଜରାସ୍ତାରେ ଦିଦି । କୋରୋନା ଯୋଦ୍ଧାଙ୍କୁ କାମ ବେଳେ ଲୋଡା ଏବେ ତଡା । ଅପମାନ କରି କାମରୁ ଛଟେଇ । ଏହାର ପ୍ରତିବାଦରେ ଆଜି ଲୋୟର ପିଏମଜିରେ ଏଏନଏମ ପକ୍ଷରୁ ବିଶାଳ ଶୋଭଯାତ୍ରା ଆୟୋଜିତ ହୋଇଯାଇଛି । ଦାବି ପୂରଣ ପାଇଁ ଆଶାଦିଦିଙ୍କ ରଣହୁଙ୍କାର ....
#ArgusNews #Bhubaneswar #ANMStrick
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app