ସମ୍ବଲପୁର ରେଢାଖୋଲରେ ଶିଶୁ ବିକ୍ରି ଅଭିଯୋଗ । ଗତ 19 ତାରିଖରେ ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ଅନ୍ତର୍ଗତ କେଉଟିଵାହାଳି ଗ୍ରାମର ଶଙ୍କର କର୍ଣ୍ଣ ଏବଂ ନଳିନୀ କର୍ଣ୍ଣଙ୍କର ଏକ ଶିଶୁ କନ୍ୟା ଜନ୍ମ ନେଇଥିଲା । ଦମ୍ପତି ଶିଶୁଟିକୁ କୁଶାପାଲି ଗ୍ରାମର ଲଳିତ ପ୍ରଧାନ ଏବଂ ସୁଷମା ପ୍ରଧାନଙ୍କୁ ୧୫୦୦୦ ଟଙ୍କାରେ ବିକ୍ରି କରିଥିଲେ । #ArgusNews #ArgusOdisha #ArgusOdia #ArgusUpdate #sambalpur #Sell #Childrens