ଏସଟିଏଫ ହାତରେ ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି କରୁଥିବା ଦଲାଲ । କେନ୍ଦୁଝର ଓ ମୟୂରଭଞ୍ଜରୁ ଦୁଇଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ ହୋଇଛି । ଡିଲ ଚାଲିଥିବାବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି 3 ଜଣ ଦଲାଲଙ୍କୁ ଗିରଫ କରିଛି .....
#ArgusNews #TigerSkinSeized #Seized #Keonjhar #Mayurbhanj
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app