ରାଜ୍ୟରେ ବଢ଼ୁଥିବା ତାପମାତ୍ରା ପାଇଁ ଦାୟୀ କିଏ? । ପରିବେଶ ସନ୍ତୁଳନ ରକ୍ଷା କରିବାକୁ ରାଜ୍ୟ ସରକାର ଓ ବନବିଭାଗ ଠିକରେ କାମ କରୁଛନ୍ତି ତ? ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା । 11 ବର୍ଷରେ 1 କୋଟି 85 ଲକ୍ଷରୁ ଅଧିକ ଗଛ କଟାଯାଇଛି । କିନ୍ତୁ ଲଗାଯାଇଛି, ମାତ୍ର 29 ଲକ୍ଷ 83 ହଜାର ଗଛ । ଯାହାର ଫଳ ଭୋଗୁଛନ୍ତି ଓଡ଼ିଶାବାସୀ.....
#ArgusNews #Odisha #Assembly #Tree #Cutting