ଗଞ୍ଜାମ ଖଲିକୋଟ କେଶପୁର ଷ୍ଟେସନ ରୋଡସ୍ଥିତ ମୋବାଇଲ ଦୋକାନରୁ ଲୁଟ୍ । ଦୋକାନର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ୍ ଅଭିଯୋଗ । ଏହି ଘଟଣାରେ 5ଜଣଙ୍କୁ ଗିରଫ କରିବା ସହ 4ଟି ମୋବାଇଲ ଜବତ କରିଛି ପୋଲିସ ....
#ArgusNews #Ganjam #Khalikot #Loot #Arrest
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app