ଦ୍ବିତୀୟ ଦିନରେ IFS ଅଧିକାରୀଙ୍କ ଘରେ ରେଡ୍ । ଘର ଆଗରେ ଦାମୀ କାର୍ ,ଘର ଭିତରେ ଦାମୀ ଆସବାପତ୍ର । ଭିଜିଲାନ୍ସ ଯେତେ ଖୋଳୁଛି ସମ୍ପତ୍ତିର ତାଲିକା ସେତେ ବାହାରୁଛି....
#ArgusNews #Odisha #Bhubaneswar #vigilance #IFS
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2