ରାଜ୍ୟବ୍ୟାପୀ ଚାଷୀଙ୍କ ମନରେ ଅସନ୍ତୋଷ । ଜାନୁଆରୀ ଟୋକନରୁ ଧାନ ଉଠିନି ଫେବ୍ରୁଆରୀରୁ ଧାନ କିଣାଯାଉଛି । ଯାହାକୁ ନେଇ ଚାଷୀ ରାସ୍ତାକୁ ଓହ୍ଲାଇଛି । ଅଫିସରେ ତାଲା ପକାଉଛି, ରାସ୍ତାରେ ଧାନବସ୍ତା ରଖୁଛି । ତେବେ ଏହା ପଛର କାରଣ ହେଉଛି ମିଲର ଓ ସରକାରଙ୍କ ଭିତିରି କାରବାର । ଯାହାର ପ୍ରମାଣ ଆମେ ଆପଣଙ୍କୁ ଦେଖାଇବୁ । ଅନ୍ନଦାତାଙ୍କ ଅସୁବିଧାକୁ ନେଇ ଗଂଜାମ, ଢେଙ୍କାନାଳ ଓ ନୂଆପଡ଼ାରୁ ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ...
#ArgusNews #Odisha #Mandi_Issue #Protest