କୋରନା ର ଦ୍ୱତୀୟ ଲହରୀ ପାଇଁ ବର୍ତମାନ ଯେଉଁଭଳି ସଂକ୍ରମଣ ବଢିବାର ଲାଗିଛି ତାହାକୁ ଲକ୍ଷ୍ୟରଖି ସରକାର ଙ୍କ ସାପ୍ତାହିକ ସଟ ଡାଉନ ସାରା ରାଜ୍ୟରେ ଲାଗୁ ହୋଇଥିବା ବେଳେ ବାଙ୍କୀ ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି.... ଆସନ୍ତୁ ଦେଖିବା କଣ ରହିଛି କଟକ ବାଙ୍କି ସ୍ଥିତି....
#ArgusNews #Odisha #Cuttack #Banki #Shutdown #Corona_Outbreak