ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ରାଜ୍ୟରେ ପ୍ରାୟ ୪ ଶହ ଉପରେ ରୋଗୀ ଚିହ୍ନଟ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଆଲର୍ଟରେ ଏସ.ସି.ବି । ସେହିପରି ରୋଗୀ ସଂଖ୍ୟାରେ ବୃଦ୍ଧି ଘଟିଲେ ୫ଶହ ବେଡର କୋଭିଡ ହସ୍ପିଟାଲ ୱାର୍ଡକୁ ପୁନଃ ଚାଲୁ କରାଯିବ ବୋଲି କହିଛନ୍ତି ଏସ.ସି.ବିର ଜରୁରୀକାଳୀନ ଅଧିକାରୀ...
#ArgusNews #Odisha #SCB #Corona #Patient