ବାଲେଶ୍ବରରେ ସମବାୟ ଦୁର୍ନୀତିରେ 5 କୋଟିର ଘୋଟାଲା । ଏବେସୁଦ୍ଧା ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ଯେ ସରିନାହିଁ । ଏମିତି ଖୋଦ୍ ଶାସକ ଦଳର ବିଧାୟକଙ୍କ ବାରମ୍ବାର ଚିଠି ପରେ ବି ଫଳ ଶୁନ୍ । ଚାଷୀଙ୍କ ଅଭିଯୋଗ, ପ୍ରଭାବଶାଳୀଙ୍କ ଚାପରେ ଚପି ଯାଉଛି ତଦନ୍ତ ...
#ArgusNews #Balasore #Co_Operative_Scam