ଶିଶୁଙ୍କ ପାଇଁ ଟିକା: କୋଭାକ୍ସିନକୁ ଟ୍ରାଏଲ ଅନୁମତି...
ଟିକା ପାଇଁ ଭାରତ ବୋୟୋଟେକର ପ୍ରସ୍ତୁତି...କମ୍ପାନୀର କୋଭାକ୍ସିନ ଟିକା ଶେଷ କରି ସାରିଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ...ଏବେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି...କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁଙ୍କ ପାଇଁ ପାଲଟିବ ସୁରକ୍ଷା କବଚ...
#ArgusNews #National #Covaxin