ବରଗଡରେ ସରୁନି ଚାଷୀଙ୍କ ଦୁଃଖ । ଧାନର ଅଭାବି ବିକ୍ରିର ଶିକାର ହୋଇଥିବା ଚାଷୀ ଏବେ ପରିବାର ସବୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି । ଶୀତଳ ଭଣ୍ଡାର ନଥିବାରୁ ଫସଲର ଅଭାବି ବିକ୍ରୀ । କିଛି ଚାଷୀ ବିଲରେ ଫସଲ ନଷ୍ଟ ହେବାକୁ ଛାଡି ଦେଇଛନ୍ତି....
#ArgusNews #Odisha #Baragarh #Cold_Storage #Farmer