#ସମ୍ବଲପୁରୀ_ଛିଟାନେ_ରଙ୍ଗୀନ_ଘର୍ ...
ମାଁକେ ଖୁସି କରବାକେ ପୋଅର୍ ଚେଷ୍ଟା...ପ୍ରଧାନ ମନ୍ତ୍ରୀ ଆବାସ ଯୁଜନାନେ ସମ୍ବଲପୁରୀ ଡିଜାଇନ୍...ଆଉ ଏବେ ଇ ଘର ଲୁକ୍ ମାନକର୍ ମନ୍ ଲୁଭାବାର ସାଙ୍ଗେ ବେଶ୍ ପ୍ରଶଂସା ବି ସାଉଁଟୁଛନ୍ ମାଁ ପିଲା...
#ArgusNews #ArgusTv #Satellite #Odisha #Sambalpur #PradhanMantriAwasYojana