#ଲୋକଙ୍କ_କାମରେ_ଆସୁନି_ୱାଟର_ଏଟିଏମ
ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ସରକାରଙ୍କ 24 ଘଣ୍ଟିଆ ପାନୀୟ ଜଳ ଯୋଜନା । ଲୋକଙ୍କ କାମରେ ଆସୁନି ୱାଟର ଏଟିଏମ । ରକ୍ଷଣାବେକ୍ଷଣ ଅଭାବରୁ ଏହା ଅଚଳ ହୋଇପଡିଥିବାବେଳେ ପାଣି ପାଇଁ ଲୋକ ଟଙ୍କା ପୂରାଇଲେ ଫେରିଆସୁଛି ଟଙ୍କା..
#ArgusNews #Odisha #Bhubaneswar #Water_ATM