ଅସନ୍ତୋଷ ଝାଡିଲେ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ.....ଖୋଲିଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିଭାଗରେ ଚାଲିଥିବା କେଳାଙ୍କାରୀ.......ବିନା ଅଡିଟରେ କେମିତି ବିଭାଗରୁ ଟଙ୍କା ଉପରେ ଟଙ୍କା ସଂସ୍ଥା ମାନଙ୍କୁ ଦିଆଯାଉଛି ତାର ଗୁମର ଖୋଲିଦେଲେ ଖୋଦ୍ ଆୟୋଗର ଅଧ୍ୟକ୍ଷା....
#ArgusNews #Odisha #Disability_Commission #Corruption