ବିଧାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପରେ ଏବେ ଲୋକାୟୁକ୍ତଙ୍କ ନୋଟିସ୍ । 30 ସୁଦ୍ଧା ନିଜେ ବିଧାୟକ ଏବଂ କୃଷି ନିର୍ଦ୍ଦେଶକଙ୍କୁ ଜବାବ ଦେବାକୁ ନୋଟିସ୍ ହୋଇଛି । ସେପଟେ ବିଧାୟକ କହୁଛନ୍ତି, 3 ବର୍ଷ ହେଲା ବ୍ୟବସାୟ ସହ ସମ୍ପୃକ୍ତ ନଥିଲେ । ବିଧାୟକ ନିଜେ ସଂସ୍ଥାର ମୁଖ୍ୟ ହୋଇଥିବା ବେଳେ କେମିତି କୋଟି କୋଟି ଟଙ୍କାର ଦୁର୍ନୀତି ବିଷୟରେ ନ ଜାଣିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି....
#ArgusNews #Odisha #Balasore #MLA #Lokayukta