ମହିଳା ସ୍ୱୟଂସହାୟିକା ଗୋଷ୍ଠି ପାଖରୁ ମାସ୍କ କଣିବେ ବିଧାୟକ । ଏଥିପାଇଁ ନିଜ ହାତପାଣ୍ଠିରୁ କୋଟିଏ ଟଙ୍କା ଯାଏ ଖର୍ଚ୍ଚ କରିପାରିବେ । କରୋନା ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଖୋଦ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ଏମିତି ପରାମର୍ଶ ଦେଇଛନ୍ତି.....
#ArgusNews #Odisha #Covid_Situation #Mask