ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ । ଫଳ ହେବା ପରେ ତାହାକୁ ବିକ୍ରୀ କରି ପରିବାର ପ୍ରତିପୋଷଣ କରିବେ । ହେଲେ ଫଳ ଉତ୍ପାଦନ ହେବା ବେଳକୁ ଦେଖାଦେଲାଣି ଅଭାବୀ ବିକ୍ରୀ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଏହା ହେଉଛି ମୟୁରଭଞ୍ଜ ଉଦଳା ବ୍ଲକ ଅଧିନ କୋଚିଳାଡିହା ପଂଚାୟତର ଚାଷୀଙ୍କ ଦୁର୍ଦ୍ଦଶା କଥା...
#ArgusNews #Odisha #Mayurbhanj #Farmer #agriculture