୩ ଦିନ ଧରି ବିଶାଖାପାଟଣା କିଂଗ ଜର୍ଜ ହସ୍ପିଟାଲରେ ଅଟକି ରହିଛି ମାଲକାନଗିରି ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ଗାଁର ୨୮ ବର୍ଷିୟ ଯୁବକ ରାଜୁ ବଡନାୟକଙ୍କ ମୃତ ଦେହ । ଗତ ୨୨ ତାରିଖ ଦିନ ଅନଗେଲ ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣାର ଶିକାର ହୋଇଥିଲେ ରାଜୁ ।
#ArgusNews #ArgusOdisha #ArgusOdia #ArgusUpdate