ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଓଡିଶାର 45ତମ ରାଜ୍ୟ ଅଧିବେଶନ
ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର 45ତମ ରାଜ୍ୟ ଅଧିବେଶନ। ଏହି ଅଧିବେଶନରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରୀୟ ସମ୍ପାଦିକା ସୁଶ୍ରୀ ବିନିତା ଇନ୍ଦ୍ବାର। ଶୁଣନ୍ତୁ କଣ ରହିଛି ତାଙ୍କ ପ୍ରତିକ୍ରିୟା...
#ArgusNews #Odisha #Brahmapur ABVP Odisha #StateConference