ସରକାର ବସ୍ତିକୁ ବାସ ଉପଯୋଗୀ ବସତିରେ ପରିଣତ କରିବାର ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । କଟକ ଚୌଦ୍ବାରରେ ଜାଗା ମିଶନରେ ଚଞ୍ଚକତା । ଦଳୀୟ ଭିତ୍ତିରେ ଉପଭୋକ୍ତା ଚୟନ ଅଭିଯୋଗ । ଗରିବ ହିତାଧିକାରିଙ୍କୁ ଛାଡି ବଡ ବଡିଆଙ୍କୁ ସାମିଲ୍ କରାଯାଇଥିବା ଅଭିଯୋଗ ହୋଇଛି....
#ArgusNews #Odisha #Cuttack #Choudwar #Land_Issue