ମାହାଙ୍ଗାରେ ଶାନ୍ତି ଫେରାଇ ଆଣିବା ଦାବିରେ ଆଜି ବିଜେପି ପକ୍ଷରୁ ସଦଭାବନା ପଦଯାତ୍ରା ଆୟୋଜିତ ହୋଇଛି । ଆଜି ସଦଭାବନା ପଦଯାତ୍ରାର ତୃତୀୟ ଦିନ । ନେମାଳରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ତୃତୀୟ ଦିନରେ କୁଳିଆ ହନୁମାନ ମନ୍ଦିରରୁ ବାହାରିଛି । ମଲିପୁରା ମନ୍ଦିର ଯାଏ ଏହି ପଦଯାତ୍ରା ଚାଲିବ ....
#ArgusNews #Cuttack #Odiaha #SadbhavanaPadajatra #Mahanga #BJP
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app