କୋଭିଡ୍ ଟିକାକରଣକୁ ନେଇ ରାଜ୍ୟରେ ଆରମ୍ଭରୁ ସମସ୍ୟା । ଆନ୍ଦୋଳନରେ ବସିଥିବା ପାରାମେଡିକାଲ୍ ଷ୍ଟାଫ ଟିକା ନେଇନଥିବା ବେଳେ ସେମାନଙ୍କ ନିକଟକୁ ଆସିଛି ଏସଏସଏମଏସ୍ । ସଫଳତାର ସହ ଟିକା ନେଇ ସାରିଥିବା ମେସେଜରେ କୁହାଯାଇଛି । ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗର ସଫେଇ ୱେବସାଇଟରେ ତ୍ରୁଟି ଯୋଗୁଁ ଏପରି ହୋଇଛି ..
#ArgusNews #Odisha #Vaccine
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app