ରାଜ୍ୟରେ ଆଜି 3 ଲକ୍ଷ 34 ହଜାର 534 ଟୀକା ପହଞ୍ଚିଛି ...
ଅପରାହ୍ନ 4.25ରେ ଭୁବନେଶ୍ୱର ବିମାନ ବନ୍ଦରରେ ଟୀକା ପହଞ୍ଚିଛି । ସୁରକ୍ଷା ଭିତରେ ଭ୍ୟାକ୍ସିନେସନ ଷ୍ଟୋରରେ ରହିବ । ତିନି ଦିନ ପରେ ଟୀକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ : ଡ଼ା ବିଜୟ କୁମାର ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ
#ArgusNews #CoronaVaccine
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app