ଶ୍ରୀମନ୍ଦିର ଭିତରେ ନାଗା ବାବାଙ୍କୁ ମାଡ଼ ଅଭିଯୋଗ । ଜେଟିପି ଓ ଶ୍ରୀମନ୍ଦିର ମାଡ଼ ମାରିଥିବା ଅଭିଯୋଗ । ରୋହିଣୀ କୁଣ୍ଡର ପଟା ଖୋଲିବାକୁ ନେଇ ବିବାଦ । ନିୟମ ନ ମାନି ରୋହିନୀ କୁଣ୍ଡର ପାଣି ଛିଞ୍ଚିବାକୁ ଉଦ୍ୟମ କରିଥିବା ଅଭିଯୋଗ । ନିର୍ଧୁମ ମାଡ଼ ପରେ ହସ୍ପିଟାଲରେ ନାଗା ସାଧୁ.....
#ArgusNews #Odisha #Puri #Srimandira #Jaganatha_temple #Sadhu_baba