ଅସୁରକ୍ଷିତ କେନ୍ଦ୍ରାପଡାର ପାଟନାଳୀ ସେତୁ । ଏହି ସେତୁ ଉପରେ କେନ୍ଦ୍ରାପଡାର 4 ପଞ୍ଚାୟତବାସୀ ନିର୍ଭର କରୁଥିବା ବେଳେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟିଥାଏ । 2015ରେ ବିଜୁ ସେତୁ ଯୋଜନାରେ ସେତୁ ମରାମତି ସହ ଦୁଇକଡରେ ବାଡ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ମାତ୍ର ଆଜି ଯାଏ ସରିନି ନିର୍ମାଣ କାମ...
#ArgusNews #Odisha #Kendrapada #BijuSetuProject #PatanaliSetu