ରାଜ୍ୟରେ ଟ୍ରାକ ଧରୁନି ରେଳ ପ୍ରକଳ୍ପ କାର୍ଯ୍ୟ । ଜମି ଅଧିଗ୍ରହଣ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସାଜିଛି ମୁଖ୍ୟ ସମସ୍ୟା । ହଜାର ହଜାର କୋଟିର କେନ୍ଦ୍ରୀୟ ଅନୁଦାନ ଆସୁଥିଲେ ସୁଦ୍ଧା ରାଜ୍ୟରେ ହୋଇପାରୁନି ରେଳ ବିକାଶ । ପ୍ରକଳ୍ପ ତ୍ବରାନିତ ଦିଗରେ ସରକାରଙ୍କ ଆନ୍ତରକିତା ଅଭାବ ଯୋଗୁଁ ଆଗେଇ ପାରୁନି ଅନେକ ପ୍ରକଳ୍ପ
#ArgusNews #Odisha #Indian_Railways
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app