ମୁଣ୍ଡବିହୀନ ଶବ କାହାର ? ମୃତଦେହ ମିଳିବାର 5 ଦିନ ପରେ ନା ମିଳିଛି ମହିଳାଙ୍କ ପରିଚୟ ନା ଠିକଣା । ତେବେ ଏ ବିଭତ୍ସ, ଲୋମହର୍ଷଣକାରୀ, ଅମାନୁଷିକ ହତ୍ୟାର ମାଷ୍ଟରମାଇଣ୍ଡ କିଏ । ମହିଳା ଜଣକ ରାଜ୍ୟର ନା ରାଜ୍ୟ ବାହାରର । ସେପଟେ ପୋଲିସ ମୃତ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବେଦନ କରିବାକୁ ସଜବାଜ ହେଉଛି...
#ArgusNews #Odisha #Bhubaneswar #Katamunda_Suspense