ଆନ୍ଧ୍ର ସ୍କୁଲରେ ଓଡ଼ିଶା ପିଲା । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆନ୍ଧ୍ର ମୁହାଁ ଓଡ଼ିଶାର ଛାତ୍ରଛାତ୍ରୀ । ତେଲୁଗୁ ପୁସ୍ତକ ଓ ତେଲୁଗୁ ଶିକ୍ଷକଙ୍କ ଅଭାବ ଯୋଗୁଁ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଗଞ୍ଜାମ ସୀମାନ୍ତ ବିଭିନ୍ନ ସ୍କୁଲରେ 20ରୁ କମ୍ ଛାତ୍ରଛାତ୍ରୀଙ୍କ ଯୋଗୁଁ ବନ୍ଦ ହେବାକୁ ଯାଉଛି ପାଖାପାଖି 41 ସ୍କୁଲ...
#ArgusNews #Odisha #Ganjam #Odia_Student #Telugu_School