ରାତି ଅଧିଆ ପରୀର ବାପା ଓ ମାଆଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେପଟେ ଏବେ ସୁଦ୍ଧା ପରୀ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ବାବୁଲି ନାୟକକୁ ଗିରଫ କରିନି ପୋଲିସ । ଯାହାକୁ ନେଇ ନୟାଗଡ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଛି ପ୍ରଶ୍ନ ....
#ArgusNews #Odisha #Nayagad #Pari_Case #Police