ସ୍ବାମୀ ନୁହେଁ ସୈତାନ, ସ୍ତ୍ରୀକୁ ରାସ୍ତାକୁ ହଟାଇବାକୁ ସୁପାରି ଦେଇଥିଲା ସ୍ବାମୀ ।ନୟାଗଡ଼ ଶରଣକୁଳ ହତ୍ୟାର ଚାଞ୍ଚଲ୍ୟକର ସତ....ନୟାଗଡ଼ ଶରଣକୁଳ ଥାନା ସୁଆର ସାହି ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଭୟଙ୍କର ସତ । ପ୍ରେମ ପାଇଁ ସ୍ତ୍ରୀକୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ସ୍ବାମୀ .....
#Argus #OdishaNews #Nayagarh_Murder #Husband_wife
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app