ବନ୍ଦ ଘରୁ ଚୋରି ଘଟଣାରେ ତିନି ଗିରଫ...ମାର୍ଚ୍ଚ ମାସ ଗଞ୍ଜାମର ବରାଡି ଗ୍ରାମର ଦିଲ୍ଲୀପ କୁମାର ଦାସଙ୍କ ଘରୁ 24 ତାରିଖରେ ନଗଦ ଟଙ୍କା,ସୁନା ଗହଣା,ଆସବାବପତ୍ର ଚୋରି କରିନେଇଥିଲେ ଦୁର୍ବୁତ୍ତ....ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ଲୁହାରଡ ଓ ସ୍କୁଟି ଜବତ କରିଛି ପୋଲିସ....
#ArgusNews #Odisha #Ganjam #Berhampur #Loot #Arrested