ସଡକ ସୁରକ୍ଷା ସପ୍ତାହ ଅବସରରେ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଯମରାଜଙ୍କୁ ... ଯମରାଜ ରାସ୍ତାରେ ଯାଉଥିବା ଚାଳକଙ୍କୁ ହେଲମେଟ ପିନ୍ଧିବା ସହ ସିଟବେଲ୍ଟ ଲଗାଇବାକୁ ସଚେତନ କରିଛନ୍ତି ...ଏବଂ ଗୀତ ନାଚ ମାଧ୍ୟମରେ ଗାଡି ଚାଳକଙ୍କୁ ସଚେତନ କରୁଛନ୍ତି ଯମରାଜ
#ArgusNews #Bhubaneswar #RoadSafetyWeek #Awarness
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app