ଅନଲାଇନରେ ଭକ୍ତ କରିପାରିବେ ମାଆଙ୍କ ଦର୍ଶନ । ମା'ଙ୍କ ପ୍ରସାଦ ମଧ୍ୟ ଅର୍ଡର କରି ଖାଇପାରିବେ ଭକ୍ତ। ପୂଜା ମଣ୍ଡପର ଅୟୋଜକ ମାନେ ଘରେ ପହଞ୍ଚାଇବେ ପ୍ରସାଦ। ସେପଟେ ପୂଜା ପାଇଁ ଗାଇଡଲାଇନ ପାଳନ କରିବାକୁ ଅନୁରୋଧ କରିଛି କମିସନରେଟ ପୋଲିସ ...
#ArgusNews #Bhubaneswar #DurgaPuja #Online_Order #CovidGuideline