ସ୍ବାଧୀନତାର ସାତ ଦଶନ୍ଧି ବିତିଛି । କିନ୍ତୁ ରାଜ୍ୟରେ ବିକାଶର ବିଚିତ୍ର ଗତି । ଏଠି ଗରିବଟିଏ ଛାଟିମାଟିରେ ଥିଲେ ବି ମିଳୁନି ସହାୟତା । ରାଜ୍ୟରେ ଏବେ ବି 3 କୋଟିରୁ ଅଧିକ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ । ସେହିପରି କାମ ଚାହୁଁଥିବା ଲୋକଙ୍କ ଭିତରୁ 75 ପ୍ରତିଶତରୁ କମ୍ ଲୋକଙ୍କୁ କାମ ଯୋଗାଇ ପାରିଛନ୍ତି ସରକାର ....
#ArgusNews #Poverty_in_Odisha