ଝାରସୁଗୁଡାରେ ଡାକ୍ତରଙ୍କ ସାଂଘାତିକ ଭୁଲ୍ ....ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କାଟିଦେଲେ ଖାଦ୍ୟନଳୀ...ବୁର୍ଲାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଗୁରୁତର ମହିଳା I ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ଜୀବନ ବଞ୍ଚାଇବା ବଦଳରେ ମୃତ୍ୟୁ ମୁଖକୁ ଠେଲିଦେଲେ ଡାକ୍ତର ...
#ArgusNews #Odisha #Jharsuguda #Doctor #operations