ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଟି. ଗୋବିନ୍ଦପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଦ୍ବିତୀୟ ଗୁଣ୍ଡୁରିଗୁଡା ଗାଁକୁ ରାସ୍ତା ନ ଥିବା ରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ଗାଁର ଯୁବକ ଷ୍ଟ୍ରେଚର ଯୋଗେ ମୁଖ୍ୟ ରାସ୍ତାକୁ ନେଇ ଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ...
#ArgusNews #Odisha #Ganjam #Road_Problem #Ambulance #Pregnant_Lady