ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ... ଓଡିଶା ସରକାର ନିଜକୁ ସମୀକ୍ଷା କରୁ ନିଜକୁ ବଞ୍ଚାଇବା ପାଇଁ ରାଜନୀତି କରୁଛି କି ନାହିଁ । ନିଜ ଆଇନାରେ ନିଜକୁ ଦେଖନ୍ତୁ ସେ ଭୁଲ କରୁଛନ୍ତି କି ନାହିଁ : ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା
#ArgusNews #PradiptaNaik
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app