ପିପିଲି ଫାଇଟରେ ମଇଦାନକୁ ଯିବା ପୂର୍ବରୁ ଆତ୍ମସମର୍ପଣ କରିବ କି କଂଗ୍ରେସ । ଦଳର ଷ୍ଟାର ପ୍ରଚାରକ ପ୍ରଚାର ମଇଦାନକୁ ନ ଓହ୍ଲାଇବା ନେଇ ଆଜି ଖୋଦ ପ୍ରାର୍ଥୀ ଅସନ୍ତୋଷ ଝାଡିବା ପରେ ଏମିତି କିଛି ଆଶଙ୍କା ପ୍ରକାଶ ପାଇଛି ...
#ArgusNews #Odisha #Pipili_byelection #Election_Campaign #Congress