ସମାଜସେବୀ ରାଧାରାଣୀ ସାହୁ ନିଜର 8 କୋଟିର ପ୍ଲଟକୁ 2019ରେ କେନ୍ଦ୍ରପଡ଼ା ଜିଲ୍ଲା ପ୍ରସାଶନକୁ ଦାନ କରିଥିଲେ । ଏକ ଏକର 60 ଡିସିମିଲ୍ ଏହି ଜାଗା କେନ୍ଦ୍ରାପଡ଼ା ଜିଲ୍ଲାର ବଡ଼ହାଟ ବଜାରରେ ରହିଛି । ହେଲେ ବିଡମ୍ବନା ଏହି ପ୍ଲଟଟିକୁ ଶାସକ ଦଳର 3ଜଣ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିନେଇଥିବା ଅଭିଯୋଗ କରିଛନ୍ତି ରାଧାରାଣୀ...
#ArgusNews #Odisha #Khordha #Land_Issue #Forcible_Eviction