ବଡଚଣା ମୋରମ୍ କେଳାଙ୍କାରୀ....ବିବାଦରେ ବିଧାୟକ ଅମର ପ୍ରସାଦ ଶତପଥୀ.....ଅମରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିରୋଧୀ । ଅମରଙ୍କ ଖାସ୍ ଅନୁଗତ ଅରୁ ବାବୁ ଓ ନୀରବାବୁଙ୍କ ଛତ୍ରଛାୟା ତଳେ ଚାଲିଛି ଲୁଟ୍ । ଆଉ ମୁହଁ ଖୋଲିଲେ ମିଳୁଛି ଧମକ । ପ୍ରତିଦିନ ଦର୍ପଣ ତହସିଲ ଅଞ୍ଚଳରୁ ଧର୍ମଶାଳାର ରାମକୋକୁ ଶହଶହ ଟ୍ରକ ମୋରମ ଯାଉଥିବା ନେଇ ସ୍ଥାନୀୟବାସୀ ଅଭିଯୋଗ କରିଥିବା ବେଳେ ବିବାଦକୁ ଆସିଛି ରାଜସ୍ୱବିଭାଗ....
#ArgusNews #Odisha #Jajpur #Badachana #Morom_Scam #Mines