କୋରାପୁଟରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ବିଭିନ୍ନ ଦାବିରେ ଅଁଳାପଡି ଛକରେ ଆନ୍ଦୋଳନକାରୀ ବସିଥିବା ପୋଲିସ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ଫଳରେ ରଣକ୍ଷେତ୍ର ପାଲଟିଥିଲା ଅଁଳାପଡି ଛକ । ପୋଲିସ ଏକ୍କପାୟାରି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ବେଳେ ଆନ୍ଦୋଳନକାରୀ ପୋଲିସ ଉପରକୁ ଢେଲାମାଡ଼ କରିଥିଲେ...
#ArgusNews #Odisha #Koraput #Protest