୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ଵାରା ଛତ୍ରପୁର ଠାରେ ଉଦଘାଟିତ ହୋଇଥିଲା ଦେଶର ପ୍ରଥମ ଟିଟାନିୟମ ସ୍ଲାଗ ପ୍ଲାଣ୍ଟ । ସାଢ଼େ ତିନି ଶହ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ପ୍ଲାଣ୍ଟ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡିଶା ରାଜ୍ୟକୁ ବିକଶିତ କରିବା ଏବଂ ବେକାରୀ ସମସ୍ୟା ଦୂର କରିବା । ହେଲେ ବର୍ତ୍ତମାନ ଏହି ପ୍ଲାଣ୍ଟରେ ବନ୍ଦ ହେବା ପରି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଶ୍ରମିକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି....
#ArgusNews #Odisha #CMO_Odisha #Titanium_glass
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app