୫୦ ବର୍ଷ ପରେ ମଧ୍ୟ ଅବହେଳିତ କଦଳୀଗଡ଼ ହାଇସ୍କୁଲ
୧୯୬୯ ମସିହାରେ କଦଳୀଗଡ଼ ହାଇସ୍କୁଲଟି ଅବହେଳିତ ଅବସ୍ଥାରେ ପଡିଛି। ବର୍ତ୍ତମାନ ସ୍କୁଲରେ ପାଖାପାଖି ୩୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବହୁ ସମସ୍ୟା ମଧ୍ୟରେ ବର୍ତ୍ତମାନ ସ୍କୁଲଟି ଅଛି। ନା ଅଛି ପାଠ ପଢିବା ପାଇଁ ଶ୍ରେଣୀଗୃହ, ନା ଅଛି ସ୍କୁଲ୍ ବାଉଣ୍ଡରୀ,ନା ଅଛି ବିଶୁଦ୍ଧ ଜଳର ବ୍ୟବସ୍ଥା,ନା ଅଛନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ.....
#ArgusNews #ArgusUpdate #Odisha #Sambalpur #Kadaligad_School
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app