କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ କମିଟି ଓଡିଶା ତରଫରୁ ଆଜି ପୂଜା ଅର୍ଚ୍ଚନା କରାଯାଇ ଅଯୋଧ୍ୟାରେ ନିର୍ମାଣ ଧୀନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧା ଓ ଭକ୍ତି ପୂର୍ବକ ନିଧି ସଂଗ୍ରହରେ ଟାଙ୍ଗୀ କୋଠେଶ୍ୱର ଅଂଞ୍ଚଳରୁ ବୀଚିତ୍ରାନନ୍ଦ ସ୍ବାଇଁଙ୍କ ପରିବାରରୁ ଏକ ଲକ୍ଷ ଟଙ୍କା ଦାନକରିଛନ୍ତି
#ArgusNews #Cuttack #Tangi #AyodhyaDham
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app