#ନିରାଶା_ଭିତରେ_ଆଶା...
ଦେଶରେ କମୁଛି ପଜିଟିଭିଟି ହାର...
13 ଦିନରେ ପଜିଟିଭିଟି ହାରରେ 8 ପ୍ରତିଶତ ହ୍ରାସ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କହୁଛି ଦେଶରେ କମୁଛି କୋରୋନା...ସେପଟେ ରାଜ୍ୟ ଗୁଡିକୁ 20 କୋଟି ଟିକା ଦେଇସାରିଛନ୍ତି କେନ୍ଦ୍ର ସରକାର...
#ArgusNews #ArgusTv #Satellite #Corona #Vaccine #Positivity_Rate