#ସଟଡାଉନରେ_ଯୋଜନା_ନାଇଟ_କର୍ଫ୍ୟୁରେ_ହତ୍ୟା !
ମଦ ପିଆଇ ପିଟିପିଟି ମାରିଦେଲେ ! ନଦୀ ପଠାରେ ଫିଙ୍ଗିଦେଇ ଫେରାର !...ଏ ଚିତ୍ର ହିଁ ବୟାନ କରୁଛି କେତେ ନୃଶଂସ ଥିଲା ହତ୍ୟାକାରୀ...ଭୁବନେଶ୍ବର ଧଉଳି ଥାନା ସରଫେଇପୁର ଗାଁ ନଦୀ ପଠାରେ ଯୁବକକୁ ପିଟି ପିଟି ହତ୍ୟା...
#ArgusNews #Odisha #Dhauli #Murder #NightCurfew